ପୁଣି ଜଣେ ନାବାଳିକା ଗର୍ଭବତୀ ଅଭିଯୋଗ

ଜଗତସିଂହପୁର କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି । କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି ।

pregnancy

ପୀଡ଼ିତା ଜଗତସିଂହପୁର ସଦର ମହକୁମା ମେଡିକାଲରେ ଭର୍ତ୍ତି ହୋଇଥିବାର ସୂଚନା ରହିଛି । ଏଣେ ଏହି ଘଟଣାର ତଦନ୍ତ କରୁଛି କୁଜଙ୍ଗ ଥାନା ପୁଲିସ । ପୀଡ଼ିତା ଜଗତସିଂହପୁର ସଦର ମହକୁମା ମେଡିକାଲରେ ଭର୍ତ୍ତି ହୋଇଥିବାର ସୂଚନା ରହିଛି। ଏଣେ ଏହି ଘଟଣାର ତଦନ୍ତ କରୁଛି କୁଜଙ୍ଗ ଥାନା ପୁଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+