Get Updates
Get notified of breaking news, exclusive insights, and must-see stories!

ରେଭେନ୍ସାରେ କରୋନା ପଜିଟିଭ୍: ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ, ବିଶ୍ୱବିଦ୍ୟାଳୟ ବନ୍ଦ ହେବା ନିଷ୍ପତ୍ତି ଆଜି

ରେଭେନ୍ସାରୁ ପୁଣି ଜଣେ ପଜିଟିଭ ଚିହ୍ନଟ । ରେଭେନ୍ସା ବିଶ୍ବବିଦ୍ୟାଳୟରୁ ପୂର୍ବରୁ ୨ ଜଣ ସଂକ୍ରମିତି ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ରେଭେନ୍ସାରେ ମୋଟ କରୋନା ସଂକ୍ରମଣ ୩କୁ ବୃଦ୍ଧି ହୋଇଛି ।

କଟକ: ରେଭେନ୍ସାରୁ ପୁଣି ଜଣେ ପଜିଟିଭ ଚିହ୍ନଟ । ରେଭେନ୍ସା ବିଶ୍ବବିଦ୍ୟାଳୟରୁ ପୂର୍ବରୁ ୨ ଜଣ ସଂକ୍ରମିତି ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ରେଭେନ୍ସାରେ ମୋଟ କରୋନା ସଂକ୍ରମଣ ୩କୁ ବୃଦ୍ଧି ହୋଇଛି । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆଜି ଓ ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦେଇଛନ୍ତି ।

Ravenshaw University

ଦୁଇ ହଷ୍ଟେଲରେ ଯେଉଁ ମହଲାରେ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି, ସେହି ମହଲାରୁ କାହାରିକୁ ବାହାରକୁ ଆସିବାକୁ କିମ୍ବା ଯିବାକୁ ଅନୁମତି ଦିଆଯାଉନାହିଁ । ସେପଟେ, ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ହଷ୍ଟେଲ ଛାଡିବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତ ହୋଇଥିବା ଦୁଇଜଣ ଛାତ୍ରୀ ଷ୍ଟଡିରୁମ ସହ ଶୌଚାଳୟ ବି ବ୍ୟବହାର କରିଥିଲେ । ତେଣୁ ସେମାନଙ୍କ ସହ ମିଶିଥିବା ସହପାଠୀ ଆଶଙ୍କା ମଧ୍ୟରେ ଅଛନ୍ତି । କିଛି ଦିନ ତଳେ ଜଣେ ଅଧ୍ୟାପିକା ବି କରୋନା ସଂକ୍ରମିତ ହୋଇଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+