ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ଗେଟ୍ , ମୋଟ୍ ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍ ଖୋଲିଛି। ଏବେ ମୋଟ୍ ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ l

ବର୍ତ୍ତମାନ ହୀରାକୁଦ ଜଣଭଣ୍ଡାରର ବାମପାର୍ଶ୍ବ ଦେଇ ୯ଟି ଏବଂ ଦକ୍ଷୀଣପାର୍ଶ୍ବ ଦେଇ ୫ଟି ଗେଟ୍ ଦେଇ ଜଳ ନିଷ୍କାଷିତ ହେଉଛି ।












Click it and Unblock the Notifications