ଯୋଗ୍ୟତା ଭିତ୍ତିରେ ‘ଏଏନଏମ’ଙ୍କୁ ମିଳିବ ନିଯୁକ୍ତ

ଆଗାକୁ ଯୋଗ୍ୟତା ଭିତ୍ତିରେ ‘ଏଏନଏମ’ଙ୍କୁ ଦିଆଯିବ ନିଯୁକ୍ତ । ଏନେଇ ଆଜି ବିଧାନସଭାରେ ବିବୃତ୍ତି ରଖି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଭୁବନେଶ୍ବର: ରାଜଧାନୀରେ ଆନ୍ଦୋଳନରତ 'ଏଏନଏମ'ଙ୍କ ଦାବି ଶୁଣିଲେ ସରକାର । ଆଗାକୁ ଯୋଗ୍ୟତା ଭିତ୍ତିରେ 'ଏଏନଏମ'ଙ୍କୁ ଦିଆଯିବ ନିଯୁକ୍ତ । ଏନେଇ ଆଜି ବିଧାନସଭାରେ ବିବୃତ୍ତି ରଖି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

Naba Das

ରାଜ୍ୟରେ ଖାଲି ରହିଛି ୧ ହଜାର ୯୯ ପଦବୀ । ପୂର୍ବରୁ କରୋନା ମହାମାରୀକୁ ଦେଖି ଏଏନଏମଙ୍କୁ ସର୍ତମୂଳକ ନିଯୁକ୍ତି ଦିଆଯାଇଥିଲା । ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ବେଳେ, କରୋନା କମିଯିବା ପରେ ସେମାନଙ୍କୁ ଛଟେଇ କରାଯାଇଛି । ଏହାର ପ୍ରତିବାଦ କରି ଏଏନଏମ୍ କର୍ମୀ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି । ତେବେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଆନ୍ଦୋଳନରତ ଏଏନଏମ୍ କର୍ମୀଙ୍କ ପାଇଁ ବଡ଼ ଆସ୍ୱସ୍ତି ଆଣିଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+