Anm ଓ Gnm ଚାକିରି ଦେବା ନାଁରେ ଠକେଇ, ଦୁଇ ଭାଇ ଗିରଫ

କଟକ : କଟକର ବିଭିନ୍ନ ହସ୍ପିଟାଲରେ Anm ଓ Gnm ଚାକିରି ଦେବା ନାଁରେ ଠକେଇ । ଠକେଇ ଅଭିଯୋଗରେ ଦୁଇ ଭାଇଙ୍କୁ ବାନ୍ଧିଲା ମଙ୍ଗଳାବାଗ ଥାନା ପୋଲିସ ।

arrest

ଗିରଫ ଦୁଇ ଅଭିଯୁକ୍ତ ହେଲେ ଅର୍ଜିତ ମହାନ୍ତି ଓ ଅର୍ପିତ ମହାନ୍ତି । ଗିରଫ ଅଭିଯୁକ୍ତଙ୍କଠାରୁ କାର, ବାଇକ୍ ମୋବାଇଲ ସମେତ ବିଭିନ୍ନ ଜାଲ କାଗଜପତ୍ର ଜବତ । ଗତ ମାସ ୭ ତାରିଖରେ ଠକେଇର ଶିକାର ହୋଇଥିବା ଚାକିରି ଆଶାୟୀ କରିଥିଲେ ଅଭିଯୋଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+