ମୟୂରଭଞ୍ଜ ଲୋକସଭା ଆସନରୁ ଲଢ଼ିବେ ଅଞ୍ଜନି ସୋରେନ
ଭୁବନେଶ୍ୱର: ମୟୂରଭଞ୍ଜ ଲୋକସଭା ଆସନରୁ ଲଢ଼ିବେ ଅଞ୍ଜନି ସୋରେନ । ଅଞ୍ଜନି ସୋରେନଙ୍କୁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘରେ ହୋଇଥିବା ବୈଠକରେ ହୋଇଛି ନିଷ୍ପତ୍ତି ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ଅଞ୍ଜନି ସୋରେନ












Click it and Unblock the Notifications