ଦେଶରେ ଅନୁଗୁଳ ସବୁଠୁ ପ୍ରଦୂଷିତ ସହର। ଦେଶର ୪ ପ୍ରଦୂଷିତ ସହର ମଧ୍ୟରେ ଅନୁଗୁଳ ସବୁଠୁ ପ୍ରଦୂଷିତ।୧୦ଟା ୫ ସୁଦ୍ଧା ଅନୁଗୁଳ AQI ସର୍ବାଧିକ ୩୩୨ ରହିଛି। ଅଗରତାଲା AQI ୩୧୫, ହାୱଡ଼ା ୩୧୪, ବର୍ଣ୍ଣିହାଟ nbsp;AIQ nbsp;୩୧୨।