Get Updates
Get notified of breaking news, exclusive insights, and must-see stories!

ପୁଣି କୋଟିଆରେ ପଶିଲା ଆନ୍ଧ୍ର: ବିଜୁ ଆବାସ ଯୋଜନା ଘରେ ଲାଗିଲା ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ

କୋରାପୁଟ: ପୁଣି କୋଟିଆରେ ପଶିଲା ଆନ୍ଧ୍ର । ବିଜୁ ଆବାସ ଯୋଜନା ଘରେ ଲାଗିଲା ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଫଟୋ ଲାଗିଛି ବିଜୁ ପକ୍କା ଘରେ ।

ମିଳିଥିବା ସୂଚନା ଅନୁସାରେ, କୋଟିଆର ତଳସେମ୍ବି, ଉପରସେମ୍ବି ଗାଁରେ ଏଭଳି ପୋଷ୍ଟର ଲଗାଇବା ସହ ଘର ନମ୍ବର କରିଛି ଆନ୍ଧ୍ର ପ୍ରଶାସନ । ତେବେ ଏହି ପୋଷ୍ଟର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Koraput Kotia

ସେହିପରି ଆଜି ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆର ଉପର ଗଞ୍ଜେଇପଦର ଗାଁରେ ମାଗଣାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ଗାଁ ଲୋକମାନେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଶିବିରକୁ ଯାଇଥିବା ଦେଖିବାକୁ ମିଳିଛି । ମେଡିକାଲ୍‌ ଚେକଅପ୍‌ ପରେ ଗାଁ ଲୋକଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଛି । ପାର୍ବତୀପୁରମ ମାନ୍ୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରା ଯାଇଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+