ପୁଣି ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, କହିଲେ ଏମିତି

ପୁଣି ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀ କଲେ ଟାର୍ଗେଟ । ୨୪ ବର୍ଷରେ ଜଳସେଚନ ହୋଇନଥିବା କହି ବିଜେଡିକୁ ଘେରିଲେ । ପାଣି ପଂଚାୟତ ପକ୍ଷ ୨୦୨୫ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଟାର୍ଗେଟ୍ କଲେ ମୋହନ ମାଝୀ । କହିଛନ୍ତି, ଗତ ୨୪ ବର୍ଷରେ ଜଳ ସେଚନ ଯେପରି ହେବା କଥା ହୋଇ ନାହିଁ । ଚାଲୁଥିବା ସମସ୍ତ ପ୍ରକଳ୍ପ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।

mohan majhi

୧୩ହଜାର ୨୨୩ କୋଟି ରୁ ଅଧିକ ବଜେଟରେ ପ୍ରବଧାନ କରାଯାଇଛି । ଯାହା ଗତ ବଜେଟ ଠାରୁ ୨୫ ପ୍ରତିଶତ ହେବ । ମୁଖ୍ୟମନ୍ତ୍ରୀ କେନାଲ ଲାଇନ ଯୋଜନାରେ ସେ ଅଞ୍ଚଳର ଉନ୍ନତି ହୋଇ ପାରିବ । ପାଣି ପଂଚାୟତ ଚାଷୀଙ୍କ ଯୋଗୁଁ ପାଣି ତଳ ମୁଣ୍ଡାକୁ ପହଂଚି ପାରୁଛି। ୮୦ ହଜାର ହେକ୍ଟର ଚାଷ ଜମି ପାଇଁ୨୪ଶହ କିମି ନୂତନ କଂକ୍ରିଟ କରନାଳି କରାଯିବ । ଚାଷୀଙ୍କ ସହାଭାଗିତା ରେ ୨୦୩୬ ସୁଦ୍ଧା ଓଡିଶା ସମୃଦ୍ଧ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+