ଏଣିକି ଆନନ୍ଦବାଜର ଜଗିବେ ୨୦ ଅବସରପ୍ରାପ୍ତ ସେନା କର୍ମଚାରୀ
ଆନନ୍ଦବଜାର ଜଗିଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆଜିଠୁ ସେମାନେ ଆନନ୍ଦବଜାର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ସାଦା ପୋଷାକରେ ୨୦ ଜଣ ମୁତୟନ ହୋଇଛନ୍ତି।

ଏମାନେ ଆନନ୍ଦବଜାରରେ ଶୃଙ୍ଖଳା ବୁଝିବେ। ୨୦ ଜଣ ଦୁଇଟି ସିଫ୍ଟରେ କାମ କରିବେ। ସକାଳ ୬ଟାରୁ ୧୦ ଜଣ ଦିନ ୨ଟାରୁ ଆଉ ୧୦ ଜଣ ସିଫ୍ଟ କରିବେ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ପୂର୍ବରୁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା।












Click it and Unblock the Notifications