ଆହୁରି ସଶକ୍ତ ହେବ ଏସ୍‌ଟିଏଫ୍, ଗଠନ ହେଲା ଆଣ୍ଟି-ଡ୍ରଗ ଟ୍ରାଫିକିଂ ୟୁନିଟ୍

ମଙ୍ଗଳବାର ଓଡିଶା ଏସଷ୍ଟିଏଫ ଅଧିନରେ ଏକ ସ୍ପେସାଲ ୟୁନିଟ୍ (ଆଣ୍ଟି-ଡ୍ରଗ ଟ୍ରାଫିକିଂ ୟୁନିଟ୍) ଗଠନ କରାଯାଇଛି । ରାଜ୍ୟରେ ନିଶା କାରବାର ଓ ଚାଲାଣ ଉପରେ ରୋକ ଲଗାଇବା ପାଇଁ ଏହି ୟୁନିଟ୍ ସକ୍ରିୟ ରହିବେ ।

ଭୁବନେଶ୍ୱର: ମଙ୍ଗଳବାର ଓଡିଶା ଏସଷ୍ଟିଏଫ ଅଧିନରେ ଏକ ସ୍ପେସାଲ ୟୁନିଟ୍ (ଆଣ୍ଟି-ଡ୍ରଗ ଟ୍ରାଫିକିଂ ୟୁନିଟ୍) ଗଠନ କରାଯାଇଛି । ରାଜ୍ୟରେ ନିଶା କାରବାର ଓ ଚାଲାଣ ଉପରେ ରୋକ ଲଗାଇବା ପାଇଁ ଏହି ୟୁନିଟ୍ ସକ୍ରିୟ ରହିବେ । ଏଥିପାଇଁ 27ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

dgp

୨୭ଟି ନୂଆ ପଦବୀ ସହିତ ଜଣେ ଏସପି ଓ ୩ଜଣ ଡେପୁଟି ଏସ୍‌ପି ନିଯୁକ୍ତ ହେବେ । ଏସଟିଏଫ୍‌ର 2 ଟି ୟୁନିଟ୍‌ର ନେତୃତ୍ବ ନେବେ ଜଣେ ଏସପି । ଗୋଟିଏ ଏସଟିଏଫ୍ ନାର୍କୋଟିକ୍ସ ୟୁନିଟ୍ ଓ ଅନ୍ୟଟି ଏସଟିଏଫ୍ କ୍ରାଇମ୍ ୟୁନିଟ୍ ରହିବ । ଏଭଳି ସଶକ୍ତ, ସହଯୋଗ ଓ ଗାଇଡ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୋଲିସ ଡିଜି ଅଭୟ କୃତଜ୍ଞତା ଜଣାଇଛନ୍ତି । ଏସ୍‌ଟିଏଫ୍‌ ଭବିଷ୍ୟତରେ ଆହୁରି ଭଲ କାମ କରିବ ବୋଲି ଭରସା ଦେଇଛନ୍ତି ପୋଲିସ ଡିଜି ଅଭୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+