Get Updates
Get notified of breaking news, exclusive insights, and must-see stories!

KBC'ରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତିକୁ ନେଇ ପ୍ରଶ୍ନ କଲେ ଅମିତାଭ

KBC'ରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତିକୁ ନେଇ ପ୍ରଶ୍ନ କଲେ ଅମିତାଭ

ମୁମ୍ବାଇ: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଜାତୀୟ ଟେଲିଭିଜନ ରିଆଲିଟି ଶୋ'ରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ନେଇ ଆଲୋଚନା । ପ୍ରଶଂସା କଲେ ଅମିତାଭ ବଚ୍ଚନ । ସୋନୀ ଟିଭିରେ ପ୍ରସାରିତ ହେଉଥିବା କୌନ୍ ବନେଗା କରୋଡପତିରେ ପଚାର ଗଲା ପଦ୍ମଶୀ ସୁଦର୍ଶନ ପଟ୍ଟନାୟକଙ୍କ କାଳାକୃତିକୁ ନେଇ ପଚାରା ଗଲା ପ୍ରଶ୍ନ ।

KBC.

ହଟ୍ ସିଟରେ ବସିଥିବା ପ୍ରିତିଯୋଗୀଙ୍କୁ ବିଗ୍ ବି ପ୍ରଶ୍ନ କରିଥିଲେ ଯେ ଗ୍ରେଟ୍ ଆର୍ଟିଷ୍ଟ ସୁଦର୍ଶନ ପଟ୍ଟନାୟାକ କେଉଁ ସାମଗ୍ରୀରେ ବ୍ୟବହାର କରି ନିଜ କଳାକୃତି ପ୍ରଦର୍ଶନ କରନ୍ତି ସୁଦର୍ଶନ ପଟ୍ଟନାୟକ । ଯାହା ପରେ ପ୍ରତିଯୋଗୀ ମଧ୍ୟ ସଠିକ୍ ଉତ୍ତର ଦେଇ କହିଥିଲେ ବାଲିରେ ସୁଦର୍ଶମ ପଟ୍ଟନାୟକ ସୁନ୍ଦର କଳାକୃତି ନିର୍ମାଣ କରନ୍ତି ।

SUDARSHANA PATNAIK

ତେବେ କୌଣସି ଚର୍ଚ୍ଚିତ ବିଷୟବସ୍ତୁ ହେଉ ବା ସ୍ୱତନ୍ତ୍ର ଦିବସରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ପ୍ରଦଶ୍ନର କରି ପ୍ରଶଂସା ସାଉଁଟିଥାନ୍ତି ସୁଦର୍ଶନ ପଟ୍ଟନାୟକ । କେବେଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାଏ ସୁଦର୍ଶନଙ୍କ କାଳକୃତି । ୨୦୧୪ରେ ପଦ୍ମଶ୍ରୀ ପାଇଥିଲେ ସୁଦର୍ଶନ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+