Amit Shah To Visit Odisha: nbsp; nbsp;୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଆସିବେ ଅମିତ ଶାହ । ଏହି ଗସ୍ତ ସମୟରେ ସମ୍ବଲପୁର ଗସ୍ତରେ ଯିବେ ନହିଁ ଶାହ । ସେହିପରି କଳିଙ୍ଗ ଷ୍ଟାଡିୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଏନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଦେଇଛନ୍ତି ସୂଚନା ।