ରାଜ୍ୟବ୍ୟାପୀ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ
Odisha News: ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ, ବାଧାପ୍ରାପ୍ତ ହେଉଛି ରୋଗୀ ସେବା । ସମାନ କାମକୁ ସମାନ ଦରମା ସହ ବିଭିନ୍ନ ଦାବିରେ କର୍ମଚାରୀଙ୍କ ପ୍ରତିବାଦ । ମଙ୍ଗଳବାରଠୁ ଜିପିଏସ୍ ବଟନ ବନ୍ଦ କରି ଅଫ୍ ରୋଡ ମୋଡରେ ଆମ୍ବୁଲାନ୍ସ ଚଳାଇବାର ନିଷ୍ପତ୍ତି ନେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଫଳରୋ ରୋଗୀ ସେବା ପ୍ରଭାବିତ ହୋଇଛି ।

ସେପଟେ ଅଫମୋଡ୍ ସେବା ଦେବାକୁ ରାଜି ନାହିଁ ଆମ୍ବୁଲାନ୍ସ ସେହା ଯୋଗାଉଥିବା କମ୍ପାନୀ । ପୂର୍ବରୁ ମଧ୍ୟ ସମାନ ଦାବି ନେଇ ଜିପିଏସ୍ ବନ୍ଦ କରାଯାଇଥିଲା ହେଲେ ଦାବି ପୂରଣ ହୋଇ ନଥିଲା ।












Click it and Unblock the Notifications