ବିଜେପି ଅଫିସରେ ପହଞ୍ଚିଲେ ଅମର ପଟ୍ଟନାୟକ, ଆଉ କିଛି ସମୟ ପରେ ଧରିବେ ପଦ୍ମ

ବିଜେପି ଅଫିସରେ ପହଞ୍ଚିଲେ ଅମର ପଟ୍ଟନାୟକ । କିଛି ସମୟ ପରେ ପଦ୍ମ ଧରିବେ ଅମର ପଟ୍ଟନାୟକ । ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ।

Amar Patnaik
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+