ଟ୍ରଲରକୁ ଧକ୍କା ଦେଲା ଆମ ବସ୍ ; ୧୪ ଯାତ୍ରୀ ଆହତ

ଟ୍ରଲରକୁ ଧକ୍କା ଦେଲା ଆମ ବସ୍ । ୧୪ ଯାତ୍ରୀ ଆହତ । ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ଦୁର୍ଘଟଣା ଘଟିଛି । ୧୨ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଟାଙ୍ଗୀ ଥାନା ପୋଲିସ ।

ସେହିପରି ଜୁଲାଇ ୧୪ରେ ବାରଙ୍ଗ ବ୍ଲକ ଛକ ନିକଟରେ ଭୁବନେଶ୍ୱରରୁ କଟକ ଯାଇଥିବା ବେଳେ ବାଇକକୁ ଚାପି ଦେଇଥିଲା ଆମ ବସ । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ବସ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବର ଅନୁସାରେ ଯୁବକ ଜଣକ ଭୁବନେଶ୍ୱର ପଟୁ କଟକ ଅଭିମୁଖେ ଯାଉଥିଲେ । ୧୮ ନଂ ରୁଟ ଆମ ବସ୍ ଧକ୍କାରେ ଏଭଳି ଦୁର୍ଘଟଣା ହୋଇଥିଲା । ମୃତ ଯୁବକ ଜଣକ ହେଲେ ଶୁଭେନ୍ଦୁ ପରିଡ଼ା । ତାଙ୍କ ପିତାଙ୍କ ନାମ ଶୁଭେନ୍ଦୁ ପରିଡ଼ା । ସେ କଟକ ରାଣୀହାଟ ବେହେରା ସାହି ଅଞ୍ଚଳରେ ବୋଲି ସୂଚନା ମିଳିଥିଲା ।

ama bus hit tanker 14 passengers injured
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+