କାଲି ଅପରାହ୍ଣରେ ଚାଲିବନି ଆମ ବସ୍
ସୋମବାର ଅପରାହ୍ଣରୁ ଚାଲିବନି ଆମ୍ ବସ୍ । ଦୀପାବଳିି ପାଇଁ ସୋମବାର ଅପରାହ୍ଣ ୩ଟା ରୁ ଆମ୍ ବସ୍ ସେବା ବନ୍ଦ ରହିବ ।

କୌଣସି ରୁଟ୍ ରେ ଚଳାଚଳ କରିବ ନାହିଁ ବୋଲି କହିଛି କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା CRUT । ୨୧ ତାରିଖରୁ ପୁଣି ଆମ ବସ୍ ଚଳାଚଳ ସ୍ବାଭାବିକ ହେବ । ତେବେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।












Click it and Unblock the Notifications