ନାବାଳିକାର ଗୋଡ଼ ଉପରେ ଚଢ଼ିଗଲା ଆମ ବସ୍ । ଗଣେଶ ଘାଟ ଅଞ୍ଚଳରେ ଚଢ଼ିଗଲା ଆମ ବସ୍ । ଘଟଣାସ୍ଥଳରେ ଉତ୍ତେଜନା, ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍ ଅଟକ । ଗୁରୁତର ନାବାଳିକା ମେଡିକାଲରେ ଭର୍ତ୍ତି ।