ଭତ୍ତା ଦୁର୍ନୀତି: ଟଙ୍କା ଫେରାଇବାକୁ ନୋଟିସ୍, ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ବିଞ୍ଝାରପୁରରେ ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ମାମଲା । ଭତ୍ତା ହାତେଇଥିବା ୮୯୪ ଜଣ ଅଯୋଗ୍ୟଙ୍କୁ ବିଡିଓଙ୍କ ନୋଟିସ୍ । ୨୯ଟି ପଞ୍ଚାୟତର ୮୯୪ ଅଯୋଗ୍ୟଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ୧୦ ହଜାର ୫୦୦ ଟଙ୍କା ଲେଖାଏଁ ଫେରାଇବାକୁ ନିର୍ଦ୍ଦେଶ । ଟଙ୍କା ଫେରସ୍ତ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଉପ ଜିଲ୍ଲାପାଳଙ୍କ ଦସ୍ତଖତ ଟାମ୍ପରିଂ କରି ଭତ୍ତା ହାତେଇଥିଲେ । ଭେଣ୍ଡିଆ ଯୁବକ ଓ ନାବାଳକ ହାତେଇଥିଲେ ବାର୍ଦ୍ଧକ୍ୟ ଭତ୍ତା ।












Click it and Unblock the Notifications