ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ଅଭିଯୋଗ; ଏକ ଫୁଡ୍ ଆପ୍ ନାଁରେ ସାଇବର ଥାନାରେ ଏତଲା
ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ଅଭିଯୋଗ। ଏକ ଫୁଡ୍ ଆପ୍ ନାଁରେ ସାଇବର ଥାନାରେ ଏତଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନର ନିର୍ଦ୍ଦେଶରେ ଏତଲା ।
ଅନଲାଇନରେ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି । ଅନ୍ଲାଇନ ବିକ୍ରି ପାଇଁ କୌଣସି ଅନୁମତି ଦିଆଯାଇନାହିଁ।
କିଭଳି ଜଗନ୍ନାଥଙ୍କ ନାଁକୁ ବ୍ୟବହାର କରୁଛନ୍ତି କହିଲେ ଶ୍ରୀମନ୍ଦିର ପ୍ରଶାସନ। ଅବଢ଼ା ବିଜ୍ଞାପନ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍। ଏକ ଫୁଡ୍ ଆପ୍ଲିକେସନର ବିଜ୍ଞାପନ ହୋଇଥିଲା ଭାଇରାଲ୍। ମାତ୍ର ୪୯ ଟଙ୍କାରେ ଅବଢ଼ା ଉପଲବ୍ଧ ଥିବା ବିଜ୍ଞାପନରେ ଉଲ୍ଲେଖ ।













Click it and Unblock the Notifications