ଖୋଲିଲା ମନ୍ଦିର: ଦିନ 12ଟା ଯାଏଁ କେବଳ କରି ପାରିବେ ଦିଅଁ ଦର୍ଶନ

ଆଜି (ଜାନୁଆରୀ ୩) ଠାରୁ ରାଜଧାନୀ ସମସ୍ତ ମନ୍ଦିର ଖୋଲିଛି । ପ୍ରଥମ ଦିନରେ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଆସିଥିଲେ ୨୪୬ଜଣ ଭକ୍ତ ।

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ଖୋଲିଛି ମନ୍ଦିର । ଭାବବିହ୍ବଳ ଭକ୍ତ । ଏଣିକି ଦେଖିବେ ନିଜ ପ୍ରିୟ ଦେବା-ଦେବୀଙ୍କୁ । ତେବେ ଆଜି (ଜାନୁଆରୀ ୩) ଠାରୁ ରାଜଧାନୀ ସମସ୍ତ ମନ୍ଦିର ଖୋଲିଛି । ପ୍ରଥମ ଦିନରେ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଆସିଥିଲେ ୨୪୬ଜଣ ଭକ୍ତ । ସେଥିରୁ ଜଣେ କରୋନା ପଜିଟିଭ୍‌ ବାହାରିବାର ତାଙ୍କୁ ଫେରାଇ ଦିଆଯାଇଛି ।

 temple

ସେପଟେ ସାଧାରଣ ଦର୍ଶନ ପାଇଁ ମଧ୍ୟ ଗାଇଡଲାଇନ ଜାରି ହୋଇଛି । ଦିନ 12ଟା ଯାଏଁ କେବଳ ସାଧାରଣ ଦର୍ଶନକୁ ଅନୁମତି ମିଳିଛି । ଲିଙ୍ଗରାଜ ମନ୍ଦିରରେ ରବିବାର ଠାରୁ ଦୁଇ ଦିନ ପରିଚୟ ପତ୍ର ସହ ଦର୍ଶନ କରିବେ ରାଜଧାନୀବାସୀ । ଦୀର୍ଘ ନଅ ମାସ ପରେ ଠାକୁର ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ଭକ୍ତମାନେ ବେଶ୍‌ ଉତ୍ସାହିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+