ଚାଷୀମାନଙ୍କର ସବୁ ଧାନ ଉଠିବ କହିଲେ ସମବାୟ ମନ୍ତ୍ରୀ

ଚାଷୀମାନଙ୍କର ସବୁ ଧାନ ଉଠିବ କହିଲେ ସମବାୟ ମନ୍ତ୍ରୀ । ମିଲର୍ସଙ୍କ ଷ୍ଟୋରେଜ୍‌ କ୍ଷମତା ଅନୁଯାୟୀ ଧାନ ରହିଯାଇଛି । ଯେତେ ଯେତେ ଖାଲି ହେଉଛି, ସେତିକି ସେତିକି ଧାନ ଉଠୁଛି । ସମସ୍ତଙ୍କ ଧାନ ଉଠିବ କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ଧାନ ବିକ୍ରି ଅବଧି ସରିଲେ ବି ତାକୁ ବୃଦ୍ଧି କରାଯିବ । ଏବର୍ଷ ପ୍ରବଳ ଧାନ ହୋଇଛି, ପ୍ରତି ପଞ୍ଚାୟତରେ ଷ୍ଟୋର୍ ହେବ । ବିଧାନସଭାରେ ବିରୋଧୀ ପ୍ରସଙ୍ଗ କଲେ, ଉତ୍ତର ରେଡି ହୋଇଅଛି ।

Cooperatives Minister
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+