ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି କହିଲେ ରାଜସ୍ବ ମନ୍ତ୍ରୀ; ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ

ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି କହିଲେ ରାଜସ୍ବ ମନ୍ତ୍ରୀ । ପ୍ରେସ୍‌ମିଟ୍‌ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା । ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି, ପରାମର୍ଶ ମାନନ୍ତୁ। ମାଲକାନଗିରି, ଗଜପତି, ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଛି ।

ବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାର ପ୍ରଭାବ ଅଧିକ ହେବ । କେହି ଭୟଭୀତ ହୁଅନ୍ତୁ ନାହିଁ, ଜିରୋ କାଜୁଆଲିଟି ଲକ୍ଷ୍ୟ। ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ । ଛତିଶଗଡ଼ରେ ବର୍ଷା ହେଲେ ମହାନଦୀରେ ପାଣି ବଢ଼ିପାରେ । ଏଥିପାଇଁ ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଇଛି ।

ଆସନ୍ତା ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି। ପ୍ରେସମିଟ୍‌ରେ ସୂଚନା ଦେଲେ SRC ଦେଓରଞ୍ଜନ ସିଂହ। ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି।

All preparations are complete says Revenue Ministe

ବାତ୍ୟାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି । ବ୍ରହ୍ମପୁର ଆରଡିସି ସର୍କଲରେ 123 ଅଗ୍ନିଶମ ଟିମ ମୁତୟନ ହୋଇଛନ୍ତି । କଟକ ଆରଡିସି ସର୍କଲରେ 144 ଟିମ୍ ଅଛନ୍ତି । ପାୱାର ବୋଟ, ରବର ବୋଟ, JCB, ଗଛ କଟା ଯନ୍ତ୍ର, ଲାଇଟ, ଭୂସ୍ଖଳନ ନେଇ ପୋଲିସ ଓ ପ୍ରଶାସନ ସହ ଯୋଗସୂତ୍ର ରଖାଯାଇଛି । ବାତ୍ୟା ମୁକାବିଲା ପାଇଁ ଚୂଡାନ୍ତ ପ୍ରସ୍ତୁତି ହୋଇସାରିଛି । ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ।

କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ବାତ୍ୟାର ଗତି ବଢିଲେ କ୍ଷତି କମ୍ ହେବ । ବାତ୍ୟାର ଗତି ବଢିଲେ କ୍ଷତି କମ୍ ହେବ । ବର୍ଷା ସମୟରେ ଘରୁ ବାହାରନ୍ତୁ ନାହିଁ । ଆସନ୍ନ ପ୍ରସବା ମା' ମାନଙ୍କୁ ଡାକ୍ତରଖାନା ନିଆଯାଉଛି । ନିଜକୁ ସୁରକ୍ଷିତ ରଖନ୍ତୁ । ବିଭିନ୍ନ ବିଭାଗର 24 ଘଣ୍ଟିଆ ହେଲପ ଲାଇନ୍ ଖୋଲା ଯାଇଛି । ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଣି ଘେରରେ ରହିବା ସମ୍ଭାବନା ଥିବା ଅଂଚଳରୁ ସ୍ଥାନାନ୍ତରିତ କରାଯିବ । 1006 ବାତ୍ୟା ଆଶ୍ରୟସ୍ଥଳୀ ରହିଛି ରାଜ୍ଯରେ । ବାତ୍ୟା କୁ ନେଇ ଆଦୌ ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଲେ ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+