ରାଜ୍ୟରେ ନିର୍ମାଣ ହେବାକୁ ଥିବା ସମସ୍ତ ନୂଆ ରାସ୍ତା ହେବ ଗ୍ରୀନ କରିଡର, ପୂର୍ତ୍ତ ବିଭାଗର ବଡ ନିଷ୍ପତ୍ତି
ଆଗକୁ ଓଡ଼ିଶାରେ ବି ରାସ୍ତାରେ ଲାଗିବ ସ୍କାନର। ଠିକାଦାରଙ୍କ ସୂଚନା ସହ ରାସ୍ତାର ସବିଶେଷ ବିବରଣୀ QR code ରେ ରହିବ। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ ଆହୁରି କହିଛନ୍ତି, ରାସ୍ତା ନିର୍ମାଣ ସମୟରେ ନିର୍ମାଣ ଖର୍ଚ୍ଚର ଅତିରିକ୍ତ ୧% ଅର୍ଥରାଶିରେ ଗଛ ଲଗାଇବ ପୂର୍ତ୍ତ ବିଭାଗ। ଏହି ଅର୍ଥକୁ ବୃକ୍ଷରୋପଣ ସହ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ କରାଯିବ। ଗ୍ରୀନ୍ କରିଡର ବିକାଶ ଓ ପରିଚାଳନା ଲକ୍ଷ୍ୟ ନେଇ ସବୁ ରାସ୍ତାକଡ଼ରେ ବୃକ୍ଷରୋପଣ କରାଯିବ।

ସମସ୍ତ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣକୁ କରାଯିବ ସେ ଆହୁରି କହିଛନ୍ତି, ପୂର୍ତ୍ତ ବିଭାଗ ଅଧୀନରେ ନୂଆ କରି ହେବାକୁ ଥିବା ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ, ଅନ୍ୟ ସମସ୍ତ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣ କରାଯିବା












Click it and Unblock the Notifications