ସରକାରୀ ଜମିରେ ସମସ୍ତ ବେଆଇନ୍ ନିର୍ମାଣ ଭଙ୍ଗାଯିବ'
ସନ୍ଦିଗ୍ଧ 'ବାଂଲାଦେଶୀ'ଙ୍କ ଘର ଭାଙ୍ଗିବ ପ୍ରଶାସନ । ଘର ଭାଙ୍ଗିବା ନେଇ ସୂଚନା ଦେଲେ ଜଗତସିଂହପୁର ଜିଲ୍ଲାପାଳ ।'ସରକାରୀ ଜମିରେ ସମସ୍ତ ବେଆଇନ୍ ନିର୍ମାଣ ଭଙ୍ଗାଯିବ । ଟିମ୍ ଗଠନ କରି ଘର ଭାଙ୍ଗିବା ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି'। ମାମଲାକୁ ଗୁରୁତ୍ବର ସହ ନେଇଛୁ, ସବୁ ଦିଗରୁ ତଦନ୍ତ ଚାଲିଛି'। କେମିତି ଆସିଲେ, କଣ ଲିଙ୍କ୍ ଅଛି, କିଏ ଆଣି ରଖିଲା ତଦନ୍ତ କରୁଛୁ' । ଯିଏ ବି ଦୋଷୀ ସାବ୍ୟସ୍ତ ହେବ ପଦକ୍ଷେପ ନେବୁ ବୋଲି କହିଛନ୍ତି ଜିଲ୍ଲାପାଳ।













Click it and Unblock the Notifications