ତାରା ବାହିନୀପତି ଓ ରମେଶ ଜେନା ସସପେଣ୍ତ, କଂଗ୍ରେସର ସମସ୍ତ ୧୪ ବିଧାୟକ ନିଲମ୍ବିତ

Odisha Assembly: ତାରା ବାହିନୀପତି ଓ ରମେଶ ଜେନା ସସପେଣ୍ତ । ଗୃହରୁ ୭ ଦିନ ପାଇଁ ସସପେଣ୍ତ କଲେ ବାଚସ୍ପତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତକାଲି ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଜି ୨ ଜଣଙ୍କୁ ସସପେଣ୍ତ କରାଯାଇଛି । ତେବେ କଂଗ୍ରେସର ସମସ୍ତ ୧୪ ଜଣ ବିଧାୟକଙ୍କୁ ସସପେଣ୍ତ କରାଯାଇଛି ।

Congress MLAs suspended

ଆଜି ପ୍ରଶ୍ନକାଳ ଆରମ୍ଭରୁ ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ ତାରା ବାହିନୀପତି ଓ ରମେଶ ଜେନା । ଯାହା ପରେ ବାଚସ୍ପତି ଏପରି ବିଶୃଙ୍ଖଳିତ ଆଚରଣରୁ ବିରତ ରହିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ । ବର୍ତ୍ତମାନ ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ସସପେଣ୍ତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+