ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ ମିଳିବ କ୍ଷତିପୂରଣ, ସୂଚନା ଦେଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ

ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ ମିଳିବ କ୍ଷତିପୂରଣ ।ସୂଚନା ଦେଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ପଟ୍ଟନାୟକ। ୯୦ ମଇଁଷି ଚରିବାକୁ ଯାଇଥିଲେ, ୪୪ ମୃତ ମଇଁଷି ଉଦ୍ଧାର ହୋଇଥିଲେ । ୮ ଜୀବନ୍ତ ଉଦ୍ଧାର ହୋଇଥିଲା ବେଳେ ୩୮ ମଇଁଷି ଏବେବି ନିଖୋଜ।

buffalo

କୁହାଯାଉଛି ଯେ, ଏକାମାଣିଆ ଗାଁର ଗଣେଶ ଦାସଙ୍କ ୪୦ଟି ଜଗନ୍ନାଥ ଦାସଙ୍କର ୧୭ଟି ଓ ପାଗଳା ବିଶ୍ବାଳଙ୍କର ୧୬ଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ମଇଁଷିମାନଙ୍କର ମୃଦହେହ ଉଦ୍ଧାର କରାଯାଇଛି। ଅପରପକ୍ଷେ ଜଗନ୍ନାଥ ଦାସଙ୍କର ୩ଟି ଓ ପାଗଳା ବିଶ୍ବାଳଙ୍କର ୧୨ଟି ମଇଁଷି ବଞ୍ଚିଛନ୍ତି। ରାଜ୍ୟରେ ଏହିଭଳି ଅଘଟଣ ପ୍ରଥମ ଥର ଘଟିଛି ବୋଲି ମଧ୍ୟ କୁହାଯାଉଛି।

ମଇଁଷି ହରାଇଥିବା ଚାଷମୀାନ ମନଦୁଃଖର ସହିତ କହିଛନ୍ତି, ଆମର ରୋଜଗାର ବୁଡ଼ିଗଲା। ଏହି ମଇଁଷିମାନେ ଆମକୁ ଦାନା ଦେଉଥିଲେ। ପିଲା, ଛୁଆ ପରିବାର ମଇଁଷିମାନଙ୍କର ମାଧ୍ୟମରୁ ହିଁ ଚଳୁଥିଲା। ଏବେ ଆମେ କ'ଣ କରିବୁ କ'ଣ? ବଞ୍ଚିବୁ କେମିତି? ପରିବାର କେମିତି ଚଳିବୁ ସେଥି ପାଇଁ ଚିନ୍ତାରେ ପଡ଼ିଯାଇଛୁ। ସରକାର ଆମକୁ ସହାୟତା ଯୋଗାଇ ଦିଅନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+