ଓଡ଼ିଶାରେ ଖୋଲିବ AI ସ୍କୁଲ୍ - ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ AI ବା କୃତ୍ରିମ ବୁଦ୍ଧିମତା ସ୍କୁଲ ଖୋଲିବ। AI ଦିଗରେ ଓଡ଼ିଶା ଆଗେଇ ଚାଲିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଆଇ କମ୍ପାନୀ ସର୍ଭମ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ AI ବା କୃତ୍ରିମ ବୃଦ୍ଧିମତା ସ୍କୁଲ ଖୋଲିବା ନେଇ ଖୁବ୍ଶୀଘ୍ର ଚୁକ୍ତି ହେବ। ସୁରକ୍ଷିତ, କୃତ୍ରିମ ବୃଦ୍ଧିମତା ଇକୋସିଷ୍ଟମ ପାଇଁ ସରକାର ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି।













Click it and Unblock the Notifications