AI ରେ ଦୌଡ଼ିବ ମୋହନ ସରକାର, ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ
AI ରେ ଦୌଡ଼ିବ ମୋହନ ସରକାର, ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ। AI ଉପକରଣ ପାଇଁ ସବୁ ବିଭାଗକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ବିଭାଗ । ପ୍ରଶାସନିକ ସଂସ୍କାର ଏବଂ ସୁଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଗୁରୁତ୍ବ।
ଦୈନନ୍ଦିନ ସରକାରୀ କାର୍ଯ୍ୟରେ AI ଉପକରଣ ବ୍ୟବହାର ଅତ୍ୟନ୍ତ ଜରୁରୀ। Al ଗ୍ରହଣ କାର୍ଯ୍ୟପ୍ରଣାଳୀକୁ ସୁଗମ, ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣକୁ ବୃଦ୍ଧି କରିବ । ଯାହା ଦ୍ବାରା ପ୍ରଶାସନିକ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିପାରିବେ କର୍ମଚାରୀ।

ଏଥିପାଇଁ ଗୋଟିଏ AI ଉପକରଣ କ୍ରୟ କରିବାକୁ ଅଧିକାର ଦିଆଯାଇଛି । AI ଉପକରଣ ବ୍ୟବହାର ସମୟରେ ବାହ୍ୟ ପ୍ଲାଟଫର୍ମରେ । ଗୁପ୍ତ କିମ୍ବା ଗୋପନୀୟ ଡକ୍ୟୁମେଣ୍ଟ ସାମଗ୍ରୀ ଅପଲୋଡ୍ କରାଯିବ ନାହିଁ।












Click it and Unblock the Notifications