ଏଣିକି ଜଙ୍ଗଲ ନିଆଁ ରୋକିବ AI କ୍ୟାମେରା

Odisha News: ଏଣିକି ଜଙ୍ଗଲରେ ନିଆଁ ରୋକିବ AI କ୍ୟାମେରା । ଏନେଇ ପିସିସିଏଫ୍ ସୁରେଶ ପନ୍ତ ସୂଚନା ଦେଇ କହିଛନ୍ତି, ଜଙ୍ଗଲରେ ନିଆଁ ରୋକିବା ପାଇଁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯିବ । ଶିମିଳିପାଳରେ ୫ଟି, ରାଉରକେଲା ବନ ବିଭାଗରେ ଲାଗିଛି ୪ ଟି କ୍ୟାମେରା ତେବେ ବର୍ତ୍ତମାନ ସୁଦ୍ଧା ବନ ବିଭାଗ ୯୯ ପ୍ରତିଶତ ନିଆଁ ଲିଭାଇବା ପାଇଁ ସଫଳ ହୋଇଛି ।

Odisha News

ସେ ଆହୁରି କହିଛନ୍ତି, ଆଗକୁ ନିଆଁ ଲାଗିଲେ ଗୃହ ବିଭାଗ ଜରିଆରେ ଓଡ୍ରାଫର ସହାୟତା ନିଆଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶର ପ୍ରଥମ ରାଜ୍ୟ ଭାବେ OFMS ଫରେଷ୍ଟ ଫାୟାର ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି ବନ କର୍ମଚାରୀ ଯାହା ଜଙ୍ଗଲରେ ନିଆଁ ଅନୁସନ୍ଧାନ ପାଇଁ ଉପଯୋଗୀ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+