Get Updates
Get notified of breaking news, exclusive insights, and must-see stories!

ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ, ଭାଇରାଲ୍‌ ହେଲା ଶ୍ରୀମନ୍ଦିର ଭିତର ଫଟୋ

ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ । ଭାଇରାଲ୍‌ ହେଲା ଶ୍ରୀମନ୍ଦିର ଭିତର ଫଟୋ ।ସୋସିଆଲ ମିଡିଆରେ ଆଶୀର୍ବାଦ945 ଆଇଡିରୁ ଫଟୋ ଭାଇରାଲ୍‌ ହେଉଛି । ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍‌ ।

temple

ଶ୍ରୀମନ୍ଦିର ଭିତର ଫଟୋ ସହ ବାହାରେ ନିଜ ଫଟୋ ଉଠାଇ କରିଛନ୍ତି ଅପ୍‌ଲୋଡ୍ । ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିବାକୁ ମିଳିଛି। ଯାଞ୍ଚ ସତ୍ତ୍ୱେ ମୋବାଇଲ କିପରି ଯାଉଛି ଭିତରକୁ ତାକୁ ନେଇ ପ୍ରଶ୍ନବାଚୀ । ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+