Get Updates
Get notified of breaking news, exclusive insights, and must-see stories!

ବର୍ଷାଙ୍କ ପରେ ମହିଳା କମିଶନରେ ହାଜର ହେଲେ ଅନୁଭବ

ପ୍ରଥମ ମହିଳା କମିଶନଙ୍କ ପାଖରେ ବର୍ଷା ପହଞ୍ଚିଥିବା ବେଳେ ପଛରେ ଆସିଛନ୍ତି ସ୍ବାମୀ ଅନୁଭବ । ତେବେ ଦୁହିଁଙ୍କ ଏକାଠି ବସାଇ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି ।

ଭୁବନେଶ୍ବର: ଜାରି ରହିଛି ଓଲିଉଡ ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିପାରିବ ବିବାଦ । ଆଜି ଉଭୟ ମହିଳା କମିଶନଙ୍କ ଦ୍ବାରସ୍ତ ହୋଇଛନ୍ତି ।

After Varsha Priyadarshini, MP Anubhav Mohanty Reached at Odisha State Commission for Women Office

ପ୍ରଥମ ମହିଳା କମିଶନଙ୍କ ପାଖରେ ବର୍ଷା ପହଞ୍ଚିଥିବା ବେଳେ ପଛରେ ଆସିଛନ୍ତି ସ୍ବାମୀ ଅନୁଭବ । ତେବେ ଦୁହିଁଙ୍କ ଏକାଠି ବସାଇ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି । ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ଓ ତାଙ୍କ ବାପା-ମାଙ୍କୁ ହାଜର ହେବା ପାଇଁ ମହିଳା କମିଶନ ନୋଟି ପଠାଇଥିଲେ । ତେବେ ଆଜି ଅନୁଭବ ଏକା ଆସିଛନ୍ତି ।

ସୂଚନାଯୋଗ୍ୟ, ପାରିବାରିକ ବିବାଦକୁ ନେଇ ବର୍ଷା ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କର ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଭବ ତାଙ୍କୁ ଘରେ ରହିବାକୁ ଦେଉ ନଥିବା ତଥା ତାଙ୍କ ରୁମ୍‌ରେ ତାଲା ପକାଇ ତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ବାହାରେ ଛିଡ଼ା କରାଇ ଦେଇଥିବା ଭଳି ଅଭିଯୋଗ ଆଣିଥିଲେ ବର୍ଷା। ବର୍ଷାଙ୍କ ଏହି ଅଭିଯୋଗ ପରେ ପୁଲିସ୍ ଅନୁଭବଙ୍କ ବାସଭବନକୁ ମଧ୍ୟ ଯାଇ ତଦନ୍ତ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+