୭ ବର୍ଷ ପରେ ରାଜ୍ୟରେ ତିନି ଦିନିଆ ହାତୀ ଗଣନା ଶେଷ

୭ ବର୍ଷ ପରେ ରାଜ୍ୟରେ ତିନି ଦିନିଆ ହାତୀ ଗଣନା ଶେଷ ହୋଈଛି । ଏନେଇ ପିସିସିଏଫ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ହାତୀ ସଂଖ୍ୟା ବୃଦ୍ଧି ପାଇଛି ।

୨୦୧୭ରେ ରାଜ୍ୟରେ ୧୯୩୪ ହାତୀ ଥିବା ବେଳେ ଏଥର ୨୦୯୮ ହାତୀ ଅଛନ୍ତି । ସେଥିରୁ ୪୭୪ ଜଣ ପୁରୁଷ ହାତୀ ବାକି ୧୦୩୦ ମହିଳା ହାତୀ ଏବଂ ୫୯୪ ଯୁବ ହାତୀ ଅଛନ୍ତି ।

elephant

ତେବେ ଏଥର ପୁରୁଷ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବେ ଓଡ଼ିଶାର ଅନୁଗୋଳ, ଡେଙ୍କାନାଳ ଏବଂ କଟକର ଆଠଗଡ଼ରେ ଅଧିକ ହାତୀ ଥିବା ଗଣନାରୁ ଜଣାପଡିଛି । ତେବେ ଗତ ପାଂଚ ବର୍ଷରେ ୪୦୩ ହାତୀଙ୍କ ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+