ଆସନ୍ତାକାଲିଠୁ ଗୁଣ୍ଡିଚା ମନ୍ଦିରର ମିଳିବ ଆଡ଼ପ ଅବଢା

ଆସନ୍ତାକାଲିଠୁ ମିଳିବ ଆଡ଼ବ ଅବଢା। ଗୁଣ୍ଡିଚା ମନ୍ଦିର ଆଡ଼ପ ଅବଢ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ନୃସିଂହମନ୍ଦିର ଓ ବସଷ୍ଟାଣ୍ଡରେ ହେବ ଅବଢ଼ା ବିକ୍ରି ବ୍ୟବସ୍ଥା।

ପୁରୀ: ଆଜି ଶ୍ରୀଚତୁର୍ଦ୍ଧା ବିଗ୍ରହମାନେ "ଗୋଟି ପହଣ୍ଡି" ମାଧ୍ୟମରେ ଆଡ଼ପ ମଣ୍ଡପକୁ ବିଜେ କରିବେ । ସର୍ବପ୍ରଥମେ ଶ୍ରୀ ଚକ୍ରରାଜ ସୁଦର୍ଶନ, ପରେ ପ୍ରଭୁ ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଓ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପକୁ ବିଜେ କରିବେ ।

Adapa Abhada

ସେପଟେ ଆସନ୍ତାକାଲିଠୁ ମିଳିବ ଆଡ଼ବ ଅବଢା। ଗୁଣ୍ଡିଚା ମନ୍ଦିର ଆଡ଼ପ ଅବଢ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ନୃସିଂହମନ୍ଦିର ଓ ବସଷ୍ଟାଣ୍ଡରେ ହେବ ଅବଢ଼ା ବିକ୍ରି ବ୍ୟବସ୍ଥା। ସୁଆର ମହାସୁଆର ନିଯୋଗ ସହ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+