Get Updates
Get notified of breaking news, exclusive insights, and must-see stories!

Anubhab Mohanty: ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ

Anubhab Mohanty: ଅଭିନେତା ତଥା କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ । କଟକ ନନ୍ଦସାହି ସ୍ଥିତ ବାସଭବନପେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ହେବ ସେ କିଡନୀ ରୋଗରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କଟକ ନିଜ ବାସଭବନରେ ଦେହାନ୍ତ ହୋଇଛି । ପୁରା ପରିବାରରେ ବର୍ତ୍ତମାନ ଶୋକର ଛାୟା ଖେଳିଯାଇଛି ।

Anubhab Mohanty

ସୂଚନା ଅନୁସାରେ, ଦୀର୍ଘଦିନ ହେବ ଅନୁଭବ ମହାନ୍ତିଙ୍କ ପିତା କିଡନୀ ରୋଗରେ ପୀଡିତ ଥିଲେ ଏବଂ ତାଙ୍କ ଡାଇଲିସିସ୍ ଚାଲିଥିଲା । ନିୟମିତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ନିକଟରେ ଅଭୟ ମହାନ୍ତିଙ୍କର ଅପରେସନ ମଧ୍ୟ ହୋଇଥିଲା ଯାହାକୁ ନେଇ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ନନ୍ଦିସାହି ସ୍ଥିତ ବାସଭବନରେ ଉଭୟ ମହାନ୍ତିଙ୍କ ଶେଷ ଦର୍ଶନ କରିବା ପାଇଁ ବହୁ ବିଶିଷ୍ଚ ବ୍ୟକ୍ତି ପହଞ୍ଚିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+