ଟାଟା ଷ୍ଟିଲରେ ଅଘଟଣ: ୮ ଶ୍ରମିକ ଆହତ
Tata Steel News: ଯାଜପୁର କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲରେ ଅଘଟଣ । ଷ୍ଟିଲ୍ ମେଲଟିଂ ସପରେ ବିସ୍ଫୋରଣ ହେବାରୁ ୮ରୁ ଅଧିକ ଶ୍ରମିକ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାକୁ ନେଇ ଶ୍ରମିକଙ୍କ ମଧ୍ୟ ଅସନ୍ତୋଷ ଦେଖିବା ପାଇଁ ମିଳୁଛି । ଅନ୍ୟପଟେ ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।













Click it and Unblock the Notifications