ହ୍ୟାକ୍ ହେଲା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଆକାଉଣ୍ଟ
ଭୁବନେଶ୍ବର : ଆସିଲା ବଡ ଖବର ମନ୍ତ୍ରୀଙ୍କ ଆକାଉଣ୍ଟ ହ୍ୟାକ । ହ୍ୟାକ୍ ହେଲା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଆକାଉଣ୍ଟ । ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ହ୍ବାଟ୍ସଆପ ସହ ସମସ୍ତ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଛି। ଏନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।

ନିଜ ହ୍ବାଟ୍ସଆପ ସହ ସମସ୍ତ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହେବାନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେବା ସହ କୌଣସି ସନ୍ଦେହଜନକ ମେସେଜ୍ କିମ୍ବା କାର୍ଯ୍ୟକଳାପକୁ ଏଡାଇବାକୁ କହିଛନ୍ତି।












Click it and Unblock the Notifications