ବାରିପଦା ଓ ବଲାଙ୍ଗିରରେ ମର୍ମନ୍ତୁଦ ଦୁର୍ଘଟଣା: ୪ ମୃତ
ବାରିପଦା ଓ ବଲାଙ୍ଗିରରେ ମର୍ମନ୍ତୁଦ ଦୁର୍ଘଟଣା। ବାରିପଦା ରଙ୍ଗାମାଟିଆ ଲୁଲୁଙ୍ଗ ରାସ୍ତାରେ ବୋଲେରୋ ଦୁର୍ଘଟଣା। ଗଛରେ ପିଟି ହୋଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁଭୋଇଥିବ ବେଳେ, ୯ ଆହତ ହୋଇଛନ୍ତି। କରମ୍ ନାଟରେ ସାମିଲ୍ ହେବାକୁ କୁଳଡ଼ିହାରୁ ତାରାଯୋଡ଼ି ଯାଉଥିଲେ ।

ବଲାଙ୍ଗିର ସଦର ଥାନା ମାଧିଆପାଲିରେ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବାଇକରେ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି ।












Click it and Unblock the Notifications