କୋଣାର୍କ କାକଟପୁର ରାସ୍ତାରେ ଦୁର୍ଘଟଣା, ୨ ମୃତ
Road Accident: କୋଣାର୍କ କାକଟପୁର ରାସ୍ତା ବଢେଇ ଛକ ନିକଟରେ ଦୁର୍ଘଟଣା । ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ମଣ୍ତପରେ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି ସେହିପରି ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ମୃତକ ଚାରିଛକ ଅଞ୍ଚଳର ବୋଲି ସୂଚନା ରହିଛି ।

ସୂଚନା ଅନୁସାରେ, କୋଣାର୍କ କାକଟପୁର ରାସ୍ତା ୨ ଜଣ ବାଇକରେ ଯାଉଥିବା ବେଳେ ମଣ୍ତପରେ ପିଟି ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ନିଆଯାଇଥିଲା ଯେଉଁଠି ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କୁ ଗୁରୁତର ଆବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ମୃତକ ଚାରିଛକ ଅଞ୍ଚଳର ବାସିନ୍ଦା ବୋଲି ସୂଚନା ରହିଛି ।












Click it and Unblock the Notifications