ଟ୍ରକକୁ ଧକ୍କା ଦେଇ ଓଲଟିଲା ବସ୍ । ୨୦ ଗୁରୁତର । ଫୁଲବାଣୀ ଯାଉଥିବା ବେଳେ ରାଣୀପଦର ଘାଟି ଉପରେ ଦୁର୍ଘଟଣା ଦେଖିବାକୁ ମିଳିଛି । ଆହୁରି ୨ରୁ ୩ ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ nbsp;ଜାରି nbsp;ରହିଛି ।