Accident in Odisha Bhadrak: ଓଲଟିଲା ବସ୍ , ୧୦ ଆହତ, ଜଣେ ପଥଚାରୀ ମୃତ
ଭଦ୍ରକ: ବସ୍ ଓଲଟି ଜଣେ ପଥଚାରୀ ମୃତ । ୧୦ ଆହତ । ରାସ୍ତାରେ ଯାଉଥିବା ପଥଚାରୀ ଉପରେ ଓଲଟି ପଡ଼ିଲା ବସ୍। ଘଟଣାସ୍ଥଳରେ ପଥଚାରୀ ମୃତ, ୧୦ ବସ୍ ଯାତ୍ରୀ ଆହତ। ବନ୍ତ ଥାନା ଜାଗୁଳାଇପଦା ଛକ ନିକଟରେ ଓଲଟିଲା ବସ୍। ଭଦ୍ରକରୁ ବନ୍ତ ଯାଉଥିଲା ବସ୍, ଘଟଣାସ୍ଥଳରେ ଉତ୍ତେଜନା ।

ସୂଚନା ମୁତାବକ, ଅରୂପାନନ୍ଦ ନାମକ ବସ୍ ଭଦ୍ରକରୁ ବନ୍ତ ଅଭିମୁଖେ ଯାଉଥିବାବେଳେ ତ୍ରିକୋଣାଠାରେ ଭାରସାମ୍ୟ ରକ୍ଷା କରିପାରିନଥିଲା । ସେ ସମୟରେ ଜଣେ ଯୁବକ ରାସ୍ତା କଡରେ ଚାଲିଯାଉଥିବାବେଳେ ବସ୍ତି ତାଙ୍କ ଉପରେ ଲେଉଟିପଡିଥିଲା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଯାତ୍ରୀ ଆହତ ହୋଇଛନ୍ତି ।












Click it and Unblock the Notifications