ଯାତ୍ରୀବାହୀ ବସ୍-ଟ୍ରକ୍ ମୁହାଁମୁହିଁ, ୧୦ଯାତ୍ରୀ ଆହତ

ବସ୍ କୁ ଧକ୍କା ଦେଲା ଟ୍ରକ୍ । ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ। ବାଲେଶ୍ବର ଜିଲ୍ଲା ନୀଳଗିରି ବରହମପୁର ଥାନା ଭାଲୁକାଶୁଣି ଦେବଯାନୀ ଛକରେ ଦୁର୍ଘଟଣା ଘଟିଛି। ବସଟି ନୀଳଗିରିରୁ ଉଦଳା ଯାଉଥିଲା । ଭାଲୁକାଶୁଣି ଛକରେ ପଛପଟୁ ଟ୍ରକ ଧକ୍କା ଦେବାରୁ ବସଟି ଓଲଟି ପଡିଥିଲା । ସୂଚନା ଅନୁସାରେ ଏକ ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ରାସ୍ତାକଡ଼କୁ ବସଟି ଓଲଟି ପଡିଥିଲା ।

ROAD ACCIDENT

ସମସ୍ତ ଆହତଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ବସରେ ମୋଟ ୩୦ଜଣ ଯାତ୍ରୀ ଥିଲେ । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+