ନାଲକୋ ଦାମନଯୋଡ଼ିରେ ଦୁର୍ଘଟଣା; ଲୁହା ରଡ୍ ପଡି ୨ ଶ୍ରମିକ ମୃତ

କୋରାପୁଟ: ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ରଡ୍‌ ପଡ଼ି ୨ ମୃତ । ରଡ୍‌ ବାଇଣ୍ଡିଂ ଚାଲିଥିଲା ବେଳେ ଦୁର୍ଘଟଣା ଦେଖିବାକୁ ମିଳିଛି । ୨ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଦାମନଯୋଡ଼ି ଥାନା ପୋଲିସ ଓ ସିଆଇଏସ୍‌ଏଫ୍‌ ଉପସ୍ଥିତି ଅଛନ୍ତି ।

ସୂଚନାଯୋଗ୍ୟ ଯେ, ନାଲକୋ ଦାମନଯୋଡ଼ିରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ନିର୍ମାଣ କାମ ଚାଲିଥିବା ସ୍ଥାନରେ ଝାଡଖଣ୍ଡର ତିନି ଜଣ ଶ୍ରମିକଙ୍କ ଉପରେ ଲୁହା ରଡ୍ ପଡିଥିଲା । ଲୁହା ରଡ୍ ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ସମା ରାଜବଂଶୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଦାମନଯୋଡ଼ି ଥାନା ପୋଲିସ ଓ ସିଆଇଏସ୍‌ଏଫ୍‌ ପହଞ୍ଚିଛନ୍ତି ।

two_worker_dead
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+