ଗାଡ଼ି ଓଲଟି ୧୫ ବିଏସ୍‌ଏଫ୍‌ ଯବାନ ଗୁରୁତର

ଗାଡ଼ି ଓଲଟି ୧୫ ବିଏସ୍‌ଏଫ୍‌ ଯବାନ ଗୁରୁତର । ଛତିଶଗଡ଼ ନାରାୟଣପୁର ଜିଲ୍ଲା ଗ୍ରସ୍ତାକୁମ୍ଭାରୀ ଗାଁ ନିକଟରେ ଦୁର୍ଘଟଣା ଘଟିଛି । ୧୫ ଗୁରୁତରଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ସଂକଟାପନ୍ନ ୪ ଜଣଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର ହୋଇଛନ୍ତି ।

bsf jawan

ରାଓଘାଟା ଥାନା ଅନ୍ତର୍ଗତ କୁମହାରି ଗାଁ ନିକଟରେ ଦୁର୍ଘଟଣା ହୋଇଛି । ବିଏସଏଫ ୧୬୨ ବାଟାଲିଆନର ଯବାନମାନେ ନାରାୟଣପୁରରୁ ଏକ ଭ୍ୟାନରେ ବସି କୋଣ୍ଡାଗାଁ ଯାଇଥିବା ବେଳେ ଜଙ୍ଗଲ ରାସ୍ତାର ଏହି ଦୁର୍ଘଟଣା ହୋଇଥିବା ନେଇ ନାରାୟଣପୁର ଏସପି ପୁଷ୍କର ଶର୍ମା ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+