ଶ୍ରୀଜିଉଙ୍କୁ ଦର୍ଶନ କରାଇବା ପାଇଁ ଟଙ୍କା ମାଗୁଛି ଏକ ୱେବ୍‌ସାଇଟ୍‌

ଶ୍ରୀଜିଉଙ୍କୁ ଦର୍ଶନ କରାଇବା ପାଇଁ ଟଙ୍କା ମାଗୁଛି ଏକ ୱେବ୍‌ସାଇଟ୍‌ । ଇଣ୍ଡିଆ ଥ୍ରିଲ୍‌ସ ନାମକ ୱେବ୍‌ସାଇଟ୍‌ ଟଙ୍କା ମାଗୁଥିବା ଅଭିଯୋଗ। ବିଭିନ୍ନ ବର୍ଗର ଦେୟଯୁକ୍ତ ଦର୍ଶନ ନେଇ ୱେବ୍‌ସାଇଟ୍‌ରେ ରହିଛି ତଥ୍ୟ। ଜଗନ୍ନାଥ ଦର୍ଶନ ପାଇଁ ୫୦, ୧୦୦, ୫୦୦ ଟଙ୍କା ରେଟ୍‌ ଚାର୍ଟ ରଖାଯାଇଛି । ସ୍ବତନ୍ତ୍ର ଦର୍ଶନ ପାଇଁ ୫୦, ଶୀଘ୍ର ଦର୍ଶନ- ୧୦୦, ଭିଆଇପି ଦର୍ଶନ- ୫୦୦ ଟଙ୍କା ଉଲ୍ଲେଖ ।

puri
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+