ନିଆରା ପରମ୍ପରା, ବିଦାୟ ପୂର୍ବରୁ ଚାପ ଖେଳିଲେ ମା'
ନିଆରା ପରମ୍ପରା, ବିଦାୟ ପୂର୍ବରୁ ଚାପ ଖେଳିଲେ ମା'
ରାଜନଗର: ଶେଷ ହୋଇଛି ମାଆ ଦୁର୍ଗାଙ୍କ ପୂଜା । ଏବେ ମା' ଙ୍କୁ ମେଲାଣି ଦେବାର ସମୟ । ସାରା ରାଜ୍ୟରେ ମାଆଙ୍କୁ ଧୂମଧାମରେ ରୋଷଣୀ କରି ମେଲାଣି ଦେଉଥିବା ବେଳେ କେନ୍ଦ୍ରାପଡ଼ା ରାଜନଗରରେ ମା' ଙ୍କୁ ଭିନ୍ନ ଢଙ୍ଗରେ ବିଦାୟ ଦିଆଯାଇଛି । ଏଠି ଡଙ୍ଗାରେ ଦିଆଯାଇଛି ମା'ଙ୍କୁ ବିଦାୟ । ହଂସୁଆ ନଦୀରେ ୭ ଘେରା ଚାପ ଖେଳିବା ପରେ ମା' ଙ୍କୁ ଗଭୀର ନଦୀରେ ବିସର୍ଜନ କରାଯାଇଛି ।













Click it and Unblock the Notifications