ରାଜ୍ୟରେ ମୋଟ୍ ୭୮୬ ଅଂଶୁଘାତ ମାମଲା; ଗଲାଣି ୩ ଜୀବନ

ଅଂଶୁଘାତ ନେଲାଣି ୩ ଜୀବନ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ମୋଟ୍ ୭୮୬ ଅଂଶୁଘାତ ମାମଲା ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ଅଂଶୁଘାତ ସ୍ଥିତି ସାଙ୍ଘାତିକ ରହିଛି । ସାରା ରାଜ୍ୟରେ ୨୦ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଛି । ଢେଙ୍କାନାଳ, ବାଲେଶ୍ବର ଓ ମୟୁରଭଞ୍ଜରେ ୩ ଜଣଙ୍କ ମୃତ୍ୟୁ ସୃଷ୍ଟ ହୋଇଥିବା ନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ଅନ୍ୟ ୧୭ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି ।

sun stroke case

ଏପର୍ଯ୍ୟନ୍ତ ରାଜ୍ୟରେ ୭୮୬ ଅଂଶୁଘାତ ମାମଲା ଆସିଥିବା କହିଛି ସ୍ଵାସ୍ଥ୍ୟ ବିଭାଗ । ଗତ କିଛି ଦିନ ହେଲା ତାତି କମିଥିବାରୁ ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+