ଆଜିଠୁ ଭୁବନେଶ୍ୱରରେ ୩ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା, ବଦଳିବ ଶିକ୍ଷା ନୀତି

Odisha News: ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷା ନୀତି ପଦକ୍ଷେପ । ଯେଉଁଥି ପାଇଁ ଆଜିଠୁ ଭବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ୩ଦିନିଆ NEP କର୍ମଶାଳା । ରାଜ୍ୟ ଶିକ୍ଷା ଗୋଷ୍ଠୀକୁ ସଚେତନ କରାଯିବ । ଆଜିଠୁ ଜାନୁଆରୀ ୨୩ ପର୍ଯ୍ୟନ୍ତ ଚାଲିବାକୁ ଥିବା କର୍ମଶାଳାରେ ରାଜ୍ୟର ଶିକ୍ଷା ଗୋଷ୍ଠୀକୁ ସଚେତନ କରାଯିବ ଏବଂ ପର୍ଯ୍ୟାୟ କ୍ରମେ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ କରାଯିବା ନେଇ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି କର୍ମଶାଳାର ଉଦଘାଟନ କରାଯିବା ନେଇ ସୂଚନା ରହିଛି ।

Odisha News
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+