Get Updates
Get notified of breaking news, exclusive insights, and must-see stories!

ଜନଜାତିଙ୍କ ପ୍ରେରଣା ଦ୍ରୌପଦୀ ମୁର୍ମୁ

ଭାରତ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ଜଣେ ଓଡିଆ ଝିଅ । ଭାରତର ପଞ୍ଚଦଶ ରାଷ୍ଟ୍ରପତି ତଥା ପ୍ରଥମ ମହିଳା ଜନଜାତି ରାଷ୍ଟ୍ରପତି । ଜନଜାତିଙ୍କ ପ୍ରେରଣା ସାଜିଥିବା ଦ୍ରୌପଦୀ ମୁର୍ମୁ ଆଜି ସାରା ଦେଶର ପ୍ରେରଣା। ସମଗ୍ର ଜନଜାତି ସମାଜ ଆଜି ଭାରି ଖୁସି।

ଭୁବନେଶ୍ୱର: ଭାରତ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ଜଣେ ଓଡିଆ ଝିଅ । ଭାରତର ପଞ୍ଚଦଶ ରାଷ୍ଟ୍ରପତି ତଥା ପ୍ରଥମ ମହିଳା ଜନଜାତି ରାଷ୍ଟ୍ରପତି । ଜନଜାତିଙ୍କ ପ୍ରେରଣା ସାଜିଥିବା ଦ୍ରୌପଦୀ ମୁର୍ମୁ ଆଜି ସାରା ଦେଶର ପ୍ରେରଣା। ସମଗ୍ର ଜନଜାତି ସମାଜ ଆଜି ଭାରି ଖୁସି। ଢ଼ୋଲ୍, ବାଦ୍ୟ ଆଦିରେ ସେମାନେ ଆଜି ଝୁମୁଛନ୍ତି। ମୟୂରଭଞ୍ଜ ଭଳି ପଛୁଆ ଜିଲ୍ଲାରୁ ଏକ ଜନଜାତି ଝିଅ ରାଜଧାନୀରେ ପାଠ ପଢି ଏତେ ଆଗକୁ ଆସିବା ପ୍ରେରଣାଦାୟୀ।

Draupadi Murmu

ସଂଘର୍ଷର ଅନ୍ୟ ନାମ ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ବାମନ ଘାଟି ଉପଖଣ୍ଡ କୁସୁମୀ ବ୍ଲକ ଉପର ବଡୋ ଗାଁର ସାନ୍ତାଳୀ ଜନଜାତିର ମହିଳା ତଥା ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ। କୁହାଯାଏ ସଂଘର୍ଷ ଆଗରେ ସମୟ ବି ମୁଣ୍ଡ ନୁଆଁଏ ଆଜି ଯେମିତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୂର୍ମୁଙ୍କ ଆଗରେ ମୁଣ୍ଡ ନୁଆଁଇ ଛିଡ଼ା ହୋଇଛି ସମୟ । ନିଜର ସଂଘର୍ଷ ବଳରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଛନ୍ତି ।

ଦିନେ କ୍ୟାଣ୍ଟିନ ସମ୍ଭାଳୁଥିଲେ ଏବେ ଦେଶ ସମ୍ଭାଳିବେ। ଦିନେ ମୟୂରଭଞ୍ଜ ରାଜାଙ୍କ ପାଖରେ ସହୟକ ଭାବେ କାର୍ଯ୍ୟ କରୁଥିଲେ ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ହେବେ ବୋଲି କିଏ ଜାଣିଥିଲା। ଆଜି ମୟୂରଭଞ୍ଜ ଜିଲ୍ଲାର ଉପରପୋଡ ପ୍ରାଥମିକ ବିଦ୍ୟାଳୟ ମୁରୁକି ହସି କହିବ ମୋ ପାଖରେ ପାଠ ପଢିଥିବା ଦ୍ରୌପଦୀ ରାଷ୍ଟ୍ରପତି ଆସନରେ ବସିବାକୁ ଯାଉଛନ୍ତି । ଆଠାରୁ ବଡ଼ ଉପହାର ଆଉ କଣ ହେଇପାରେ ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+