ଶ୍ରୀମନ୍ଦିରରେ ଗଠନ ହେବ ନୂଆ ପରିଚାଳନା କମିଟି, ଆସିଲା ଗାଇଡ ଲାଇନ

ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି ପାଇଁ ଆସିଲା ନୂଆ ଗାଇଡ ଲାଇନ୍ । ୧୮ ନଭେମ୍ବର ୨୦୨୪ରେ ହାଇକୋର୍ଟ ଦେଇଥିବା ରାୟ ଅନୁସାରେ, ଗଠନ ହେବ ନୂଆ ପରିଚାଳନା କମିଟି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ । ୭ଟି ଫର୍ମୁଲା ଆପଣାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

puri jagannath mandir

ରାଜ୍ୟ ସରକାରଙ୍କ ଦ୍ଵାରା ୫ଜଣ ସେବାୟତ ନୂଆ ପରିଚାଳନା କମିଟିକୁ ମନୋନୀତ ହେବେ । ସେବକଙ୍କ ସମର୍ପଣ ଓ ନିଷ୍ଠା ଦେଖି ନିଆଯିବ ନିଷ୍ପତ୍ତି । ଅନ୍ୟ ସେବକ ଓ ସେବାୟତ ନିଯୋଗ ସହ ସୁସମ୍ପର୍କ ଥିବା ସେବାୟତଙ୍କୁ ପ୍ରାଥମିକତା ଦିଆଯିବ । କ୍ରିମିନାଲ ରେକର୍ଡ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ସ୍ଥାନ ମିଳିବ ନାହିଁ । ବିବାଦର ସମାଧାନ ଦକ୍ଷତା ରଖିଥିବା ସେବାୟତଙ୍କୁ ସୁଯୋଗ ଦିଆଯିବ । ଦ୍ଵିତୀୟ ଥର ପାଇଁ ପରିଚାଳନା କମିଟି ଯିବାକୁ ମଧ୍ୟ ଅନୁମତି ମିଳିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+